ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Chandragiri


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
2012
ଅଧ୍ୟକ୍ଷ
ଶ୍ରୀ ଡିପି ପଟ୍ଟନାଏକ

ଆଇଟିଆଇ, ଚନ୍ଦ୍ରଗିରି

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା ଗଜପତି

ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ଏହି ପତିଷ୍ଠାନର ଖ୍ୟାତି ରହିଛି। ଏହି ଅନୁଷ୍ଠାନରୁ ପାଶ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଡିଆରଡିଓ, ଇସ୍ରୋ, ଭେଲ, ସେଲ, ରେଳବାଇ ଏବଂ ଓପିଟିସିଏଲ ଭଳି ସଂସ୍ଥାରେ ନିଯୁକ୍ତି ମିଳିଛି। ବହୁ ମହିଳାମାନଙ୍କୁ ରାଜ୍ୟ ବାହାରେ ଭଲ ସଂସ୍ଥାରେ ମଧ୍ୟ ଚାକିରି ମିଳିଛି।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9938574285/06816-258321
ଇମେଲ୍
[email protected]
ଠିକଣା
କାଳିଆପାଟ, ଚାନ୍ଦିପୁଟ, ଭାୟା-ଚନ୍ଦ୍ରଗିରି, ଜିଲ୍ଲା-ଗଜପତି, ପିନ୍-୭୬୧୦୧୭
ୱେବସାଇଟ
--

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 21 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 21 ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।